Jump to content

ବଣିଆତି ବେପାର

ଉଇକିଅଭିଧାନ‌ରୁ

ବଣିଆତି ବେପାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବଣିଆତି ବେଉ(ବ)ସା—ଗ୍ରାମ୍ୟରୂପ]

ଦେଶଜ - ବି—(ସଂସ୍କୃତ - ରବାଣିଜ୍ୟ+ବ୍ୟାପାର)

[ସମ୍ପାଦନା]
୧. ବଣିଆର ବ୍ୟବସାୟ —୧. Gold- smith's profession or occupation.
୨. ଓଷଧ ଓ ମସଲା ବେପାର —୨. Trade in spices and drugs.