Jump to content

ବଣିଆ ଝାଟି

ଉଇକିଅଭିଧାନ‌ରୁ

ବଣିଆ ଝାଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ବଡ଼ ବଡ଼ ଏବଂ ଲୋମଶ ପତ୍ରବିଶିଷ୍ଟ ଏକପ୍ରକାର ନାତିବବୃହତ୍ ଗୁଳ୍ମ — A middle-sized shrub having big furry leaves.

[ଦ୍ରଷ୍ଟବ୍ୟ —ଏଥିର ପତ୍ରରେ ଏକପ୍ରକାର ଗନ୍ଧ ଅଛି ଏହାର ଫୁଲ ଧଳା ଏବଂ ଫୁଲରେ ଡେମ୍ଫ ନାଲି; ପେନ୍ଥା ହୋଇ ଫୁଟେ]