Jump to content

ବଣିକ୍

ଉଇକିଅଭିଧାନ‌ରୁ

ବଣିକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପଣ ଧାତୁ=ବିକ୍ରି କରିବା+କର୍ତ୍ତୃ. ଇଜ୍; ବଣିଜ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]
୧. ପଣ୍ୟ କ୍ରୟବିକ୍ରୟକାରୀ; ବେପାରୀ —୧. Trader; merchant.
୨. ବଣିଆଁ; ବୈଶ୍ୟଜାତି —୨. The B&aline;i̱ṡya or trading caste.
୩. (+ଅଧୁକରଣ ଇଜ୍) ଫଳିତ ଜ୍ୟୋତିଷୋକ୍ତ କରଣ ବିଶେଷ; ଜ୍ୟୋତିଷର ୬ଷ୍ଠ କରଣ —୩. (Astrology)— The ୬th Karaṇa or astrological conjunction.