Jump to content

ବଣିଗ୍ୱହ

ଉଇକିଅଭିଧାନ‌ରୁ

ବଣିଗ୍ୱହ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(ବଣିକ୍+ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅ)

ଉଷ୍ଟ୍ର; ଉଟ —Camal.

[ଦ୍ରଷ୍ଟବ୍ୟ —ପୂର୍ବକାଳରେ ଉଷ୍ଟ୍ରପୃଷ୍ଠରେ ପଣ୍ୟ ଦ୍ରବ୍ୟ ବୁହା ହୋଇ ଦୁର ଦେଶ ସହିତ ବାଣିଜ୍ୟ ଚଳୁଥିଲା]