ବଣିଜ
ଦେଖଣା
ବଣିଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପଣ୍ ଧାତୁ+ଚରଣ. ଇକ)
[ସମ୍ପାଦନା]- ୧. ବଣିଜ୍ — ୧. Trader.
- ୨. ଫଳିତ ଜ୍ୟୋତିଷୋକ୍ତ କରଣ ବିଶେଷ —୨. An astrological conjuction.
[ଦ୍ରଷ୍ଟବ୍ୟ —ଏଥିରେ ଯେ ଜନ୍ମଗ୍ରହଣ କରେ ସେ ଭାଗ୍ୟବାନ୍, ବ୍ୟବସାୟୀ ଓ ଧନୀ ହୁଏ]
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବାଣିଜ୍ୟ)
[ସମ୍ପାଦନା]- ୧. ବାଣିଜ୍ୟ; ବେପାର —୧. Trade
କେହୁ ବୋଇଲା ରଥ ବୋଇତରେ ବସି ନୃପତି ଏ ବଣିକକ ପାଇଛନ୍ତି ଅସି କୃଷ୍ଣସିଂହ. ମହାଭାରତ ବନ
- ୨. ପଣ୍ୟଦ୍ରବ୍ୟବୟ —୨. Merchandise; commodities.
ବାଜି ବାଣିଜାରୁ ଏ ଭାଜନ୍ତେ ବଣିଜ କୃଷ୍ଣସିଂହ. ମହାଭାରତ ବନ