Jump to content

ବଣୁଆଁ

ଉଇକିଅଭିଧାନ‌ରୁ

ବଣୁଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବନ୍ୟ)

[ସମ୍ପାଦନା]
୧. ବନ୍ୟ; ବନଜାତ — ୧. Growing in the forest.
୨. ବନବାସୀ —୨. Living in the forest.
୩. ଜଙ୍ଗଲ; ବନ ସମ୍ୱନ୍ଧୀୟ —୩. Relating to forests.
୪. ଅସଭ୍ୟ —୪. Uncivilised.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ପୋଟଳ —A kind of kitchen fruit.