ବଣ୍ଟ
ଦେଖଣା
ବଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବଣ୍ଟ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଭାଗ; ଅଂଶ — ୧. Share.
- ୨. ବଣ୍ଟନ —୨. Partition; distribution.
- ୩. (କର୍ମ+ଅ) ବେଣ୍ଟ; ଦାଆ ପ୍ରଭୃତିର ମୁଠା —୩. The handle of stick.
- ୪. ଅବିବାହିତ ପୁରୁଷ —୪. A bachelor (Apte).
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଅବିବାହିତ —Unmarried.