Jump to content

ବଣ୍ଟକ

ଉଇକିଅଭିଧାନ‌ରୁ

ବଣ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବଣ୍ଟ୍ ଧାତୁ+କର୍ତ୍ତ. ଅକ)

[ସମ୍ପାଦନା]
୧. ଯେ ବଣ୍ଟନ କରେ —୧. Distributer.
୨. ବିଭାଜକ — ୨. Divider.

ସଂସ୍କୃତ - ବିଶେଷ୍ୟ - (+ସ୍ୱାର୍ଥେ. କ)

[ସମ୍ପାଦନା]

ବିଭାଗ; ଅଂଶ —Share.