ବଣ୍ଟରା
ଦେଖଣା
ବଣ୍ଟରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଣ୍ଟୁଆରା,ବଣ୍ଟୁରା,ବଣ୍ଟୋରାଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଣ୍ଟନ)
[ସମ୍ପାଦନା]- ୧. ବଣ୍ଟନ; ଅଂଶୀକରଣ; ବିଭାଗ କରଣ —୧. Partition; separation of share.
- ୨. ଭିନ୍ନ ଭିନ୍ନ ଅଂଶର ପୃଥକ୍ କରଣ ବା ସ୍ଥୀରିକରଣ — ୨. Appo tionment of shares.
- ୩. ବହୁ ଲୋକଙ୍କୁ କୌଣସି ଦ୍ରବ୍ୟ ଅଂଶ— ମାନ ପୃଥକ୍ ପୃଥକ୍ କରି ବିତରଣ — ୩. Distribution.
- ୪. ପ୍ରାଜା ଓ ଭୂସ୍ୱାମୀଙ୍କ ମଧ୍ୟରେ କ୍ଷେତ୍ରର ଉତ୍ପନ୍ନର ଅଂଶ ବା ଭାଗ ଦିଆ ନିଆ —୪. Division of the produce of a filde between the cultivator and the landlord.