Jump to content

ବଣ୍ଟା

ଉଇକିଅଭିଧାନ‌ରୁ

ବଣ୍ଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଣ୍ଟନ —୧. Partition.
୨. ବିତରଣ — ୨. Distribution.
୩. ଭାଗ; ଅଂଶ —୩. share.

କଣ୍ଟା ନିରୁଦ୍ଧ ଘାଟୀ ସଞ୍ଚାଇ କ୍ଳେଶ ଧାଟୀ ବଣ୍ଟା ନେବି ମୁଁ ବୋଲି ଅଡ଼ିଲରେ କବିସୂର୍ଯ୍ୟ. ସଙ୍ଗୀତ