Jump to content

ବଣ୍ଟାବଣ୍ଟି

ଉଇକିଅଭିଧାନ‌ରୁ

ବଣ୍ଟାବଣ୍ଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ -

[ସମ୍ପାଦନା]
୧. ପରସ୍ପର ମଧ୍ୟରେ ବିଭାଗ କରିବା — ୧. Mutual partition; division of a thing amongst each other.

ରାଜା ବୋଇଲେ ଆହେ ତୁମ୍ଭ ଆମ୍ଭ ଫଳ ବଣ୍ଟାବଣ୍ଟି କରିବା ବୋଲି ଦ୍ୱିଜବାକ କୃଷ୍ଣସିଂହ. ମହାଭାରତ ଶାନ୍ତି.

୨. ବହୁ ବଣ୍ଟନ କର୍ମ —୨. Various acts of partition
୩. ବହୁଲୋକଙ୍କୁ ଦ୍ରବ୍ୟାଂଶର ବିତରଣ — ୩. Acts of distribution.