ବଣ୍ଠ
ଦେଖଣା
ବଣ୍ଠ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ—(ବଣ୍ଠ୍ ଧାତୁ=ଏକାକୀ ବୁଲିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବାଙ୍ଗର ବା ଖର୍ବ —୧. Dwarfish.
- ୨. ଅବିବାହିତ —୩. Unmarried.
- ୩. ବିକଳାଙ୍ଗ —୩. Crippled (Apte).
(ବଣ୍ଠା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅବିବାହିତ ପୁରୁଷ —୧. A bachelor (Apte).
- ୨. ଭୃତ୍ୟ —୨. Servant (Apte)
- ୩. କୁନ୍ତ ଅସ୍ତ୍ର —୩. Javelin; dart (Apte).