Jump to content

ବଣ୍ଡ

ଉଇକିଅଭିଧାନ‌ରୁ

ବଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ବଣ୍ଡ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ବିକଳାଙ୍ଗ; ଲୁନାଙ୍ଗ —୧. Maimed; crippled (Apte).
୨. ଅବିବାହିତ —୨. Ummarried (Apte).
୩. ଖାସୀ କରାଯାଇଥିବା —୩. Emasculated (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୁନ୍ନତ୍ ହୋଇଥିବା ବ୍ୟକ୍ତି —୧. A person who has beed circumcised (Apte).
୨. ଲାଙ୍ଗୁଡ଼ଖଣ୍ଡିଆ ବଳଦ —୨. An ox without a tail (Apte).
୩. ଯେଉଁ ବ୍ୟକ୍ତିର ଲିଙ୍ଗବରକ ଚର୍ମ ନ ଥାଏ —୩. A person who has no prepuce (Apte).