Jump to content

ବଣ୍ଡା

ଉଇକିଅଭିଧାନ‌ରୁ

ବଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବଣ୍ଡ ଧାତୁ+କର୍ମ. ଅ+ଆ)

[ସମ୍ପାଦନା]

ଅସତୀ ସ୍ତ୍ରୀ — An unchaste woman (Apte).

(ବଣ୍ଡୀ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ, ବୌଧ) ବିଶେଷଣ - ପୁଂ—(ସଂସ୍କୃତ - ବଣ୍ଡ)

[ସମ୍ପାଦନା]

ଲାଙ୍ଗୁଳହୀନ (ଜନ୍ତୁ) —Tailless; bereft of tail.