ବଣ କଦଳୀ
ଦେଖଣା
ବଣ କଦଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଣ କଦଳୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ୟ ଓ କଦଳୀ)
[ସମ୍ପାଦନା]- ୧. ଏକ ପ୍ରକାର ଧାନ — ୧. A variety of paddy.
- ୨. ବଣରେ ହେବା କଦଳୀ ବୃକ୍ଷ — ୨. A species of wild plantain.
[ ଦ୍ର—ଏହାର ଫଳ କାଠିଆ କଦଳୀ ପରି; ପାଚିଲେ ଏହାକୁ ଖାଆନ୍ତି ଫଳ ଭିତରେ କପା ମ଼ଞ୍ଜି ପରି ଏକ ଗୁଚ୍ଛ ମଞ୍ଜି ଥାଏ]