Jump to content

ବଣ କପା

ଉଇକିଅଭିଧାନ‌ରୁ

ବଣ କପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବଣ କପାସିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ କାର୍ପାସୀ)

[ସମ୍ପାଦନା]

ବଣରେ ଜାତ ହେବା କପା ଜାତୀୟ ଗୁଳ୍ମ — Thespisia Lampas.

[ ଦ୍ର—ଏହା ବଙ୍ଗ, ପଶ୍ଚିମ ଭାରତ ଓ ହିମାଳୟରେ ଜନ୍ନେ ଏହା ବ୍ରଣ, ଶସ୍ତ୍ରଜ କ୍ଷତ, ରକ୍ତ ରୋଗ ଓ ବାତ ରୋଗରେ ଉପକାରୀ]