ବଣ କୁକୁଡ଼ା
(ବଣମୁରଗୀ—ଅନ୍ୟନାମ)
ବଣରେ ମିଳିବା କୁକ୍କୁଟ — Wild cock; the red jungle fowl; Gallus; Kaly Gennaeous Albicristatus.
[ ଦ୍ର—ଏହାର ମାଂସ ଲଘୁ, ରୋଚକ, ବାତପିତ୍ତ ନାଶକ, ରଳବୀର୍ଯ୍ୟ ବର୍ଦ୍ଧକ ଏବଂ କଫକାରକ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]