ବଣ କୁଜି ସାରୁ
ଦେଖଣା
ବଣ କୁଜି ସାରୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଣ କୁଜି ସାରୁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅରଣ୍ୟ କଚୂ)
[ସମ୍ପାଦନା]ଅରଣ୍ୟ କଚୂ — Wild Colocacia Antiquorum.
[ ଦ୍ର—ଏହାର ଶୁଷ୍କପତ୍ରର ଚୂର୍ଣ୍ଣ ପୁରାତନ କଦର୍ଯ୍ୟ ବ୍ରଣରେ ପ୍ରକ୍ଷେପ କଲେ ବ୍ରଣ ଶୁଷ୍କ ହୁଏ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]