ବଣ କୋଳଥ
ଦେଖଣା
ବଣ କୋଳଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଣ କୋଳଥ
|
(ବଣ କୋଳଥିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ୟ+କୁଳତ୍ଥ)
[ସମ୍ପାଦନା]ଏକ ପ୍ରକାର ବନ୍ୟ ଲତା ଓ ଶସ୍ୟ — A kind of wild lentil.
[ ଦ୍ର—ଏହାର ମୂଳ ଘୋରି ଚକ୍ଷୁରେ ଲଗାଇଲେ ଚକ୍ଷୁର କଣ୍ଡୁ, ରକ୍ତିମା ଓ ପଟଳ ରୋଗ ବିନଷ୍ଟ ହୁଏ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]