ବଣ ଛଣପଟ
(ବଣ ଛଣୀ—ଅନ୍ୟନାମ)
ଛଣପଟ ଫୁଲ ପରି ଫୁଲ ଫୁଟିବା ଅରଣ୍ୟ ଗୁଳ୍ମ — Crotalaria Juncia
[ ଦ୍ର—ଏହା କଟୁତିକ୍ତ ରସ, ବମନ— କାରକ ଓ କଫ ଓ ପିତ୍ତନାଶକ]