ବଣ ଜୀରା
ବନଜାତ ଜୀରକବିଶେଷ; ବଡ଼ ଜୀରା — A sort of wild cuminseed; Purple fleabane; Veruonia Anthelmentica.
[ ଦ୍ର—ଏହା ଉଷ୍ଣବୀର୍ଯ୍ୟ, କଟୁ— କଷାୟ; ଏହା ସ୍ତମ୍ଭ ବାତ, କଫରୋଗ ଓ ବ୍ରଣ ରୋଗରେ ଉପକାରୀ]