Jump to content

ବଣ ନେଳୀ

ଉଇକିଅଭିଧାନ‌ରୁ

ବଣ ନେଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନନୀଳ)

[ସମ୍ପାଦନା]

କୃଷିବିନା ଉତ୍ପନ୍ନ ନୀଳଗୁଳ୍ମ — Indigo plant growing wild.

[ ଦ୍ର—ଏହାର ମୂଳର କ୍ୱାଥ ଓ ପ୍ରଲେପ ସକଳପ୍ରକାର ବିଷନାଶକ; ଏହାର ଅନ୍ୟନ୍ୟ ଗୁଣି ନୀଳଗଛ ପରି— ଦ୍ରବ୍ୟଗୁଣ କଳ୍ପଦ୍ରୁମ ]