Jump to content

ବଣ ପତି

ଉଇକିଅଭିଧାନ‌ରୁ

ବଣ ପତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ+ପତି)

[ସମ୍ପାଦନା]

ଉତ୍କଳର ପ୍ରାଚୀନ ରାଜଉପାଧି— ବିଶେଷ —A title of ancient kings of Utkal.

[ ଦ୍ର—ପ୍ରାଚୀନ ଉତ୍କଳର ଅରଣ୍ୟମୟ ରାଜ୍ୟମାନଙ୍କର କେତେକ ରାଜ୍ୟକୁ ଝାଡ଼ଖଣ୍ଡ ଓ ତହିଁର ରାଜାଙ୍କୁ ଝାଡ଼ଖଣ୍ଡ ବାଦସାହା, ବଣବାଦିସ ବୋଲାଯାଉଥିଲା]