ବଣ ପିଆଜ
ବଡ଼ ଉଲି ପିଆଜ ପରି କନ୍ଦଯୁକ୍ତ ଏକ ପ୍ରକାର ବନ୍ୟ ଗୁଳ୍ମ — A Kind of wild plant having a root resembling onion.
[ ଦ୍ର—ଏହାର ଗୋଟିଏ କାଣ୍ଡ ବାହାରେ ଓ ସେ କାଣ୍ଡରୁ ୫ଟା ଫୁଲ ଦେଉଳିଆ ସିଝୁଫୁଲ ପରି ବାହାରେ ]