ବଣ ଭୁଆ
ଦେଖଣା
ବଣ ଭୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଣ ଭୁଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ ବିଡାଳ)
[ସମ୍ପାଦନା]ବନ ନାର୍କ୍କାର; କଟାସ — Wild cat.
[ଦ୍ରଷ୍ଟବ୍ୟ —ଏମାନେ ବର୍ଷା ଋତୁରେ ବାଡ଼ିରେ ବୋବାଇବାର ଶୁଣା ଗଲେ ପିଲାମାନେ ଘରେ ଥାଇ ଚିତ୍କାର କରନ୍ତି 'ତୁ ? କି, ଭୁଷ'? ବଣଭୂଆ ଯେବେ 'ଢୁ' ଶବ୍ଦ କରେ ତେବେ ପିଲାଏ କହନ୍ତି ଯେ ନିକଟରେ ଖୁବ୍ ଢୁ ଢୁ ବର୍ଷା ହେବ; ଯେବେ 'ଭୂଷ୍' ଶବ୍ଦ କରେ ତେବେ କହନ୍ତି ବର୍ଷା ଛାଡ଼ି ଯିବ]