Jump to content

ବଣ ମନିଷ

ଉଇକିଅଭିଧାନ‌ରୁ

ବଣ ମନିଷ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବଣ ମନୁଷ୍ୟ—ଦେଶଜ ରୂପ)

ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ବନ+ମନୁଷ୍ୟ)

[ସମ୍ପାଦନା]
୧. ମନୁଷ୍ୟ ପରି ଏକ ପ୍ରକାର ମାଙ୍କଡ଼; ଓରାଙ୍ଗ୍ ଓଟାଙ୍ଗ୍ —୧. Chipanzee; the orang otang.

[ଦ୍ରଷ୍ଟବ୍ୟ —ଏମାନେ ଜାବା, ବୋର୍ଣ୍ଣିଓ ଆଦି ଦ୍ୱୀପେର ଥାଆନ୍ତି ଓ ବଣରେ ବସା ତିଆରି କରି ରହନ୍ତି]

୨. ବଣରେ ବସା କରୁଥିବା ଅସଭ୍ୟ ବ୍ୟକ୍ତି; ଜଙ୍ଗଲି ଲୋକ — ୨. Wild tribe; aborigine; uncivilized person.
୩. ଭଦ୍ର ସମାଜରେ ରୀତି ନ ଜାଣିଥିବା ଲୋକ —୩. A person ignorant of the rules of polished society.