Jump to content

ବଣ ସାରୁ

ଉଇକିଅଭିଧାନ‌ରୁ

ବଣ ସାରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ୟ କଚୁ)

[ସମ୍ପାଦନା]
୧. ଏକ ପ୍ରକାର ସାରୁ — ୧. Colocacia Nymphaefolia.

[ଦ୍ରଷ୍ଟବ୍ୟ —ଏହା ସାଧାରଣତଃ ପାଣି କୂଳରେ ମନକୁ ଜନ୍ମେ ଏହାରକ ଗଛ ନାଲି ଓ ଧଳା ଭେଦରେ ଦୁଇ ପ୍ରକାର ଏହାର ମୂଳ ସାଧାରଣ ସାରୁ ଅପେକ୍ଷା ବେଶି ଗଳାର କଣ୍ଡ, ଉତ୍ପାଦକ]

୨. ଦୁଷ୍ଟ ବ୍ୟକ୍ତି ବା ବାଳକ —୨. A wicked person or boy.