ବଣ ସିରିଆଳି
ଏକପ୍ରକାର ପାର୍ବତ୍ୟ ଗୁଳ୍ମ —A kind of erect under shrubb (Haines).
[ଦ୍ରଷ୍ଟବ୍ୟ —ଏହା୧ଠାରୁ ୩ ଫୁଟ ଉଚ୍ଚ ହୁଏ; ଏଥିରେ ଚିକ୍କଣ ଓ ଫକ୍କା ଗୋଲାପି ରଙ୍ଗର ଫୁଲ ଫୁଟେ ଏହା କଙ୍କରମୟ ପାହାଡ଼ିଆ ଭୂମିରେ ହୁଏ]