Jump to content

ବଣ ହଳଦୀ

ଉଇକିଅଭିଧାନ‌ରୁ

ବଣ ହଳଦୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ+ ଦରିଦ୍ର)

[ସମ୍ପାଦନା]
୧. ବିନା କୃଷିରେ ଜାତ ହରିଦ୍ରା ଓ ତହିଁର ମୂଳ ୧. Wild turmeric.

[ଦ୍ରଷ୍ଟବ୍ୟ —ଏହା କଟୁତିକ୍ତମଧୁରରସ, ରୁଚିକାରେ ଓ ଅଗ୍ନି ଦୀପକ; ଏହା କୁଷ୍ଠ ବାତାଜୀର୍ଣ୍ଣ ଦୋଷ ରକ୍ତ ଦୁଷ୍ଟି; ଶ୍ୱାସ, କାସ ଓ ହିକ୍କାରେ ଅପକାରୀ— ଦ୍ରବ୍ୟଗୁଣ]

୨. ଦାରୁ ହଳଦୀ (ଦେଖ) - —୨. Dāru haḻadī (See)