Jump to content

ବତଂସ

ଉଇକିଅଭିଧାନ‌ରୁ

ବତଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅବ+ତନ୍ସ ଧାତୁ=ଭୂଷିତ କରିବା+କରଣ. ଅ= ଅବତଂସ; 'ଅ' ଲୋପ)

[ସମ୍ପାଦନା]
୧. କର୍ଣ୍ଣ ଭୁଷଣ — ୧. Ear-ornament.
୨. ଶିରୋଭୂଷଣ — ୨. Ornament for the head.
୩. ଭୂଷଣ —୩. Ornament.