ବତର
ଦେଖଣା
ବତର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବତର
|
(ଖର—ବିପରୀତ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତକ ପ୍ରା. ବଟ୍ଟା; ଅନ୍ୟ ସଂସ୍କୃତ ନାମ ଲବ, ବର୍ତ୍ତକା, ବର୍ତ୍ତିକା)
[ସମ୍ପାଦନା]- ୧. ପାଉଶିଁଆ ବର୍ଣ୍ଣ ପକ୍ଷିବିଶେଷ — ୧. The grey quail; Cotornix Communis.
[ ଦ୍ର—ଏହା ୧୧୨: ଆଙ୍ଗୁଳ ଦୀର୍ଘ; ଥଣ୍ଟ ସରୁ ଓ ଛୋଟ; ପିଠିରେ ଲମ୍ୱା ଧଳା ଡୋରା; ଶୀତକାଳରେ ଏ ଦେଶକୁ ଆସନ୍ତି; ଶସ୍ୟ ଖାଆନ୍ତି; ଚଞ୍ଚଳ ଉଡ଼ି ପାରନ୍ତି ଏ ପକ୍ଷୀ ଛାଇରେ ରହିବାକୁ ସୁଖ ପାଏ ଏହାର ମାଂସ ପୁଷ୍ଟିକର ବୋଲି ପ୍ରସିଦ୍ଧ; ଉତ୍ତର ପଶ୍ଚିମ ଭାରତର ପରସ୍ପର ମଧ୍ୟରେ ଲଢ଼ିବାକୁ ଲୋକେ ଏ ପକ୍ଷୀଙ୍କୁ ସଉକୀରେ ପୋଷନ୍ତି]
- ୨. (ସଂସ୍କୃତ - ବାର୍ତ୍ତା=କୃଷି)—ଜମିର କୃଷିର ଉପଯୁକ୍ତ ଆର୍ଦ୍ରତା — Proper Wetness or moisture of a fild for agricultural operation
- ୩. (ସଂସ୍କୃତ - ଆର୍ତ୍ତବ) ଗାଈର ଋତୁମତୀ ହେବା ଅବସ୍ଥା — ୩. The men struated condition of a cow.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆର୍ଦ୍ର —୧. Wet; moist.
- ୨. ଉତ୍ତମରୂପେ ଶୁଖି ନ ଥିବା (ଉଷୁଆଁଧାନ) — ୨. Not fully dried up (boiled paddy).