Jump to content

ବତର୍କଣ

ଉଇକିଅଭିଧାନ‌ରୁ

ବତର୍କଣ

ଉଚ୍ଚାରଣ

[ସମ୍ପାଦନା]

(ବିତର୍କିତ—ବିଣ)

ସଂସ୍କୃତ - ବି—(ବି+ତର୍କ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବାଦନୁବାଦକରଣ —୧. act of discussing.
୨. ଅନୁମାନ କରିବା —୩. Inferring.
୪. ସନ୍ଦେହ କରିବା —୪. Doubting.