Jump to content

ବତର ପଡ଼ିବା

ଉଇକିଅଭିଧାନ‌ରୁ

ବତର ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଗାଭୀ) ଋତୁମତୀ ହେବା — ୧. (a cow) To-be in heat; to have menses.

କନକା ଗାଈ ବତର ପଡ଼ିଲେକୁଜଙ୍ଗ ଷଣ୍ଢକୁ ପାଇ କି? ତଗ

୨. (ଜମି) କୃଷିର ଉପଯୁକ୍ତ ଆର୍ଦ୍ର ରହିବା —୧. (the soil) To have sufficient moisture for cultivation.