Jump to content

ବତା

ଉଇକିଅଭିଧାନ‌ରୁ

ବତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର)

[ସମ୍ପାଦନା]
୧. ଚିରା ବାଉଁଶ; ବାଉଁଶର ଫାଳ — ୧. Split bamboo; bamboo lath.
୨. କବାଟର ପଟାରେ ଆଡ଼ବାଗରେ ଦିଆଯାଇ ଥିବା କାଠର ପଟି ବା ବିଟ —୨. Wooden bars attached horizentally to door plates crosswise; door lath.
୩. ପତ୍ର ଉଞ୍ଛା ହୋଇଥିବା ନଡୢଆ ବାହୁଙ୍ଗା — ୩. The stick-like middle portion or ridge of the cocoanut branch when stripped off its leaves.
୪. ବଡ଼ କାଚୁଟି; କେଞ୍ଚୁଆ — ୪. Big tape worms in the stomach.