ବତାଡ଼ିବା
ଦେଖଣା
ବତାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବତାଡ଼ିବା
|
ଦେଶଜ - କ୍ରି.—(ସଂସ୍କୃତ - ବେତ୍ର)
[ସମ୍ପାଦନା]ଚାଳଘରର ଛାତର ବାଉଁଶ ରୁଅ ଉପରେ ବତାମାନଙ୍କୁ ଶ୍ରେଣୀବଦ୍ଧ କରି ବେତ ବା ଦଉଡ଼ିଦ୍ୱାରା ବାନ୍ଧିବା —To attach layers of split bamboos to the rafters of a thatched frame by tying them together with strings.