Jump to content

ବତାରିବା

ଉଇକିଅଭିଧାନ‌ରୁ

ବତାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ବେତ୍ର)

[ସମ୍ପାଦନା]

ଚାଳଘରର ଛାତର ବାଉଁଶ ରୁଅ ଉପରେ ବତାମାନଙ୍କୁ ଶ୍ରେଣୀ ବଦ୍ଧ କରି ବେତ ବା ଦଉଡ଼ିଦ୍ୱାରା ବାନ୍ଧିବା —To attach layers of split bamboos to the rafters of a thatched frame by tying them together with strings.