Jump to content

ବତାଲୀ

ଉଇକିଅଭିଧାନ‌ରୁ

ବତାଲୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସାନ ବୋଟ; —Jolly boat; life boat

ଦିନ ହେଲା, ଦେଖିଲୁଁ, ଧାମରାଗଡ଼ିଆ ମାଳମୁହାଣ ଆଉ ଚାରା ନାହିଁ, ବତାଲୀକୁ ଓହ୍ଲାଇ ଆସିଲୁ ଫକୀରମୋହନ—ଗଳ୍ପସ୍ୱଳ୍ପ