ବତାସ
ଦେଖଣା
ବତାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାତ)
[ସମ୍ପାଦନା]- ୧. ପବନ —୧. Wind.
- ୨. ପ୍ରଚଣ୍ଡ ବାୟୁ; ବଆ; ତୋଫାନ — ୨. Storm; hurricane.
ବଡ଼ହୋଇ ବହିଲା ବତାସ ଗୋଟିଏ କୃଷ୍ଣସିଂହ. ମହାଭାରତ. ବନ.
- ୩. ଏକପ୍ରକାର ବନ୍ୟଗଛ ଓ ତାହାର ନରଖାଦ୍ୟ ଫଳ — ୩. A kind of wild tree and its edible fruit.
[ ଦ୍ର—ଏହା ଗୁଣରେ ନାରଙ୍ଗ ତୁଲ୍ୟ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]