ବତାସି କୁଟା
(ବତାସରେ ବା ପବନରେ ଗୋଟି ଗୋଟି ହୋଇ ଉଡ଼ି ଯାଇଥିବା କୁଟାର ଭାବରୁ) ସରୁ କୁଟା —Thin or slender straw.
(ଯଥା—ସେ ଚିନ୍ତାରେ ବତାସୀ କୁଟା ପରି ଦିଶିଲାଣି)