Jump to content

ବତିଶା

ଉଇକିଅଭିଧାନ‌ରୁ

ବତିଶା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ୩୨: ସମ୍ୱନ୍ଧୀୟ —୧. Relating to ୩୨.
୨. ୩୨: ସଂଖ୍ୟକ —୨. Numbering ୩୨.
୩. ୩୨: ସଂଖ୍ୟାର ପୂରଣ —୩. Thirty second.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ନାମ କାଷ୍ଠକଦଳୀ) ଏକପ୍ରକାର ନିରସା କାଠିଆ କଦଳୀ; ସଙ୍କରା କଦଳୀ — ୧. A kind of inferior plantain.

[ ଦ୍ର—ଏ କଦଳୀ ଗୋଲ ଓ ଛୋଟ ଲୋକେ ଏହାକୁ ବେଶି ଆଦର କରନ୍ତି ନାହଁ ଓ ଏଥି ମଧ୍ୟରେ ମଞ୍ଜି ଥାଏ]

୨. ମନୁଷ୍ୟର ଦୁଇ ପାଟିର ସମସ୍ତ ଦାନ୍ତ (ଯାହାର ପୂର୍ଣ୍ଣସଂଖ୍ୟ ୩୨: ଅଟେ) —୨. All the teeth of a person.