ବତିଶ ଲକ୍ଷଣ
ଦେଖଣା
ବତିଶ ଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବତିଶ ଲକ୍ଷଣ
|
[ବତି(ତ୍ରି)ଶ ଲକ୍ଷଣା—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଦେହରେ ବତିଶ ସୁଲକ୍ଷଣଯୁକ୍ତ — Having thirty two good signs on the body.
ବତିଶ ଲକ୍ଷଣା ଗୁଣନିପୁଣା—ଅଭମନ୍ୟୁ ବିଦଗ୍ଧଚିନ୍ତାମଣି