ବତ୍
ଦେଖଣା
ବତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ. (ପ୍ରତ୍ୟୟ)
[ସମ୍ପାଦନା]- ୧. ସଦୃଶ; ପରି; ତୁଲ୍ୟ (ଅର୍ଥବୋଧକ) — (An affix meaning) Like; similar to.
[ଦ୍ରଷ୍ଟବ୍ୟ —ଏହା ବିଶେଷ୍ୟ ଓ ବିଶେଷଣ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ; ===
ଯଥା—ମାତୃବତ୍, ବାଳକବତ୍, ଯଥାବତ୍—
- ୨. 'ଅଛି' ଅର୍ଥବୋଧକ ସଂସ୍କୃତ ପ୍ରତ୍ୟୟ —୨. (An affix denoting) Possessing or having.
[ଦ୍ରଷ୍ଟବ୍ୟ —ଅଛି ଅର୍ଥରେ ଏହି ପ୍ରତ୍ୟୟ ହୁଏ; ଏ ପ୍ରତ୍ୟୟାନ୍ତ ପଦ ବିଶେଷଣ ହୁଏ; ଏହାର ପୁଂଲିଙ୍ଗ ପ୍ରଥମା ବିଭକ୍ତି ଏକବଚନର
ଆକାର ବାନ୍; (ଯଥା—ଧନବାନ୍; ଗୁଣବାନ୍;) ସ୍ତ୍ରୀଲିଙ୍ଗରେ 'ବତୀ' ହୁଏ) ଯଥା—ଧନବତୀ, ଗୁଣବତୀ ]