ବତ୍ରିଶ ଦଉଡ଼ି କଟା
===ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ଓ ବିଣ—(ତୁଳ —ଦେଶଜ ବ୍ୟବହାର—ଚାରି ଦଉଡ଼ି କଟା)
ସର୍ବବିଧ ବନ୍ଧୁ କୁଟୁମ୍ୱ ଶୁନ୍ୟ ଲୋକ; One who has got no relative.