ବତ୍ସଳ
ଦେଖଣା
ବତ୍ସଳ
ଉଚ୍ଚାରଣ
[ସମ୍ପାଦନା](ବତ୍ସଳା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ—(ବତ୍ସ+ଅଛି ଅର୍ଥରେ ଳ)
[ସମ୍ପାଦନା]ପୁତ୍ର, ଶିଷ୍ୟ, ସନ୍ତାନ ଓ କନିଷ୍ଠଙ୍କ ପ୍ରତି ସ୍ନେହ ବା ଅନୁରାଗଯୁକ୍ତ Loving; affectionate towards one's youngers.
[ଦ୍ରଷ୍ଟବ୍ୟ —ସାଧାରଣତଃ ଏହା ଆଶ୍ରିତ ଓ କନିଷ୍ଠ ବ୍ୟକ୍ତିସୂଚକ ଶବ୍ଦମାନଙ୍କ ସଙ୍ଗେ ବ୍ୟବହୃତ ହୁଏ ଯଥା;—ସନ୍ତାନବତ୍ସଳ=ଯେ ସନ୍ତାନକୁ ସ୍ନେହ, ପ୍ରଦାବତ୍ସଳ=ଯେ ପ୍ରଜାଙ୍କ ସ୍ନେହ କରେ ଏହିପରି ପୁତ୍ରବତ୍ସଳ, ଶିଷ୍ୟ ବତ୍ସଳ, ଆଶ୍ରିବତ୍ସଳ ଓ ଭକ୍ତବତ୍ସଳ ଇତ୍ୟାଦି ଶବ୍ଦ ହୁଏ ]
ସଂସ୍କୃତ - ବିଶେଷ୍ୟ - (ବତ୍ସଳ+ଭାବ. ଅ)
[ସମ୍ପାଦନା]- ୧. ବାତ୍ସଲ୍ୟ; ସ୍ନେହ, ଅନୁରାଗ —୧. Affection; love.
- ୨. କାବ୍ୟର ରସ— ବିଶେଷ —୨. A kind of emotion in fiction.