ବତ୍ସ ଦେଶ
ଦୋଆବର ପ୍ରୀଚୀନ ନାମ —The ancient neme of modern Doab.
ଜାହ୍ନବୀ—ଯମୁନା—ବେଶୀ—ମଥାମଣି ରୂପା ଶସ୍ୟଶାଳୀ ବତ୍ସଦେଶୁଁ ଆସୁଛନ୍ତି ସାଦୀ. ଦଳେ ଦଳେ ଅଶ୍ୱପୂଷ୍ଠେ—ରାଧାନାଥ ମହାଯାତ୍ରା