ବତ୍ସ ନାଭ
ଦେଖଣା
ବତ୍ସ ନାଭ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି—(ବତ୍ସନାଭି+ତୁଲ୍ୟାର୍ଥେ. ଅ)
[ସମ୍ପାଦନା]ସ୍ଥାବର ବିଷ— ବିଶେଷ; ମହୁରୀ —Aconite; Aconitum. Nepellum.
[ ଦ୍ର—ଏହି ଗଛ ହିମାଳୟର ଅଳ୍ପ ଶୀତଳ ସ୍ଥାନରେ ହୁଏ ଏହାର ପତ୍ର ବେଗୁନିଆ ପତ୍ରପରି, ଏହାର ଚେର ବାଛୁରିର ନାଭି ପରି, ଏ ବୃକ୍ଷ ପାଖେ ଅନ୍ୟ ଗଛ ଉଧାଏ ନାହଁ ଏହାର ଚେର ବିଷ ଏହିର ଚେର ୩: ଦିନ ଗୋମୁତ୍ରରେ ସିଝାଇ, ଛାଲ କାଢ଼ି ସୋରିଷ ତେଲରେ ବତୁରାଇ ରଖିଲେ ଏହା ଶୋଧିତ ହୁଏ ଉପଯୁକ୍ତ ମାତ୍ରାରେ ଏହା ରସାୟନ, ଯୋଗବାହୀ, ବାତନାଶକ ଓ ତ୍ରିଦୋଷଘ୍ନ]