ବଥ
ଦେଖଣା
ବଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେ. ବିଶେଷ୍ୟ - (ସଂସ୍କୃତ - ବ୍ୟଥା)
[ସମ୍ପାଦନା]ବ୍ରଣ —Furuncle; a boil; abscess.
[ ଦ୍ର—ଅଙ୍ଗଭେଦରେ ବଥର ଭିନ୍ନ ଭିନ୍ନ ନାମ ହୁଏ ଯଥା;— ପିଠିରେ ପଠା, ପିଲାଙ୍କ ବେକରେ ବେଙ୍ଗୀ, ତଳିପାରେ ତାଳୁକା, ମୁହଁରେ ବରୁଣ, ଆଙ୍ଗୁଠିରେ ଜୟଦାଣ୍ଡ ବା ଆଢ଼ାଆଙ୍ଗୁଳି, ଆଖିରେ ଆଲୁଅ, ଲୋମକୂପରେ ବାଳମୂଳିଆ, ମଳଦ୍ୱାରରେ ମଳକଣ୍ଟକ; କଣ୍ଠରେ ଗଳକଣ୍ଟକ ]