Jump to content

ବଥା

ଉଇକିଅଭିଧାନ‌ରୁ

ବଥା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟଥା)

[ସମ୍ପାଦନା]
୧. ବେଦନା; ବ୍ୟଥା; ବିନ୍ଧା — ୧. Aching; acute pain.
୨. ଶୂଳ ରୋଗ — ୨. Pang; colic pain.