Jump to content

ବଥା ଇବା

ଉଇକିଅଭିଧାନ‌ରୁ

ବଥା ଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଶରୀରର ଅଂଶ) ବ୍ୟଥାଯୁକ୍ତ ହେବା; ପୀଡ଼ାଯୁକ୍ତ ହେବା; ବ୍ୟଥିତ ହେବା —To ache; to smart with aching pain.

ଭାରିଯାକୁ ବୋଇଲେ ବଥାଉଛି ମୁଣ୍ଡ, ପାର ପଣତ ମୁ ଶୋଇବି ଅର୍ଦ୍ଧ ଦାଣ୍ଡ କୃଷ୍ଣସିଂହ ମହାଭାରତ ବନ