Jump to content

ବଥୁଆ

ଉଇକିଅଭିଧାନ‌ରୁ

ବଥୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବସ୍ତୁକ; ପ୍ରା. ବତ୍ଥୁଅ)

[ସମ୍ପାଦନା]

ଖାଦ୍ୟ ଶାକବିଶେଷ — A kind of pot-herb; White goose- foot; Chenopodium Album.

[ ଦ୍ର—ଏହା ୨୩: ହାତ ଉଚ୍ଚର ଗୁଳ୍ମ; ପତ୍ରର ଦାଢ଼ ଦନ୍ତୁର; ଡେମ୍ପ ଲମ୍ୱ ଏହା ଧଳା ଓ ନାଲି ଭେଦରେ ୨ପ୍ରକାର ନାଲି ବଥୁଆକୁ ସଂସ୍କୃତରେ ଗୌଡ଼— ବାସ୍ତୁକୁ କହନ୍ତି ନାଲି ବଥୁଆର ପତ୍ର ଧଳା ବଥୁଆର ପତ୍ର ଅପେକ୍ଷା ବଡ଼ ବୈଦ୍ୟଶାସ୍ତ୍ର ମତରେ ବଥୁଆ ମଧୁର, କ୍ଷାରଯୁକ୍ତ, ଲଘୁ, ଅଗ୍ନିଦୀପକ, ପାଚକ ରୁଚିପ୍ରଦ, ଶୁକ୍ରର୍ଦ୍ଧକ, ବଳକର, ସାରକ ଏହା ପ୍ଳୀହା, ରକ୍ତ. ପିତ୍ତ, ଅର୍ଶ, ଅର୍ଶ, କୃମି ଓ ତ୍ରିଦୋଷ ନାଶକ]